
Share0 Bookmarks 14 Reads0 Likes
ଭଲ କର୍ମର ତାକୁ କି'ବା ମିଳିଗଲା ସୁଫଳ!
ସୁଖେ ଦିନ କାଟୁଛନ୍ତି ଏଠି ଦୁର୍ଜନ, ଖଳ!
ନିଷ୍ଫଳ ଲାଗେ ଆଜି ଜ୍ଞାନ, ଧର୍ମର ବଳ
ପ୍ରତିପତ୍ତି, ବାହୁବଳ ଯେହୁ ଦେଖାଏ ବଳ।
#କର୍ମଫଳ
#ଦିବ୍ୟାଶ୍ରୀକଲମରୁ
#dibyashreepens
No posts
No posts
No posts
No posts
No posts
No posts
No posts
No posts
Comments