ବିକ୍ରିତ's image
Share0 Bookmarks 43528 Reads0 Likes
ସରେ ନିର୍ବାଚନ, 
ଆସେ ବୟାନ।

କିଏ ବିଜୟୀ,କିଏ ବିଜିତ
ହୁଏ ଆରୋପ, ପ୍ରତ୍ୟାରୋପ
ଜନତା ଏଠି ସର୍ବଦା କ୍ରିତ।

No posts

Comments

No posts

No posts

No posts

No posts